by ଓଡିଆ ଶିଶୁ ଗପ ✓ · 25 Sept 2018
ଗଧ ଯେମିତି ନଈ ପାଖକୁ ଆସିଲା, ପୁଣି ଜାଣିଶୁଣି ପାଣିରେ ପଡିଗଲା । ପାଣିରେ ପଡି ସେ ସୋଲଯାକ ପାଣି ଶୋଷିନେଲା; ତେଣୁ ବିଡାଟି ବହୁତ ଓଜନିଆ ହୋଇଗଲା ।
Loading comments…
Loading comments…