by janmajaya nayak ✓ · 31 Dec 2021
ଗଲା ମାସ ଯେଉଁ କାଶ ପାଇଁ ଔଷଧ କିଣିବାକୁ ଦେଇଥିଲ, ମୁଁ ଲୁଚେଇ ରଖିଥିଲି। ନାଲି କାଢା ଚାହାରେ ତ କାଶ ହଜିଗଲା। ଯାହା ହଉ ଟଙ୍କାଟା କାମରେ ଲାଗିଲା।
Loading comments…
Loading comments…