120Log inSign up
Story · Tragedy

ଘିଡିରି

by Rabinarayan Senapati ✓ · 17 Jun 2021

727Reads
40Likes
11Min read

ବିଚାରୀ କେତେ ଭଲ ପଢୁଥିଲା,କି ଦୁର୍ଭାଗ୍ୟ, ପୋଡ଼ାମୁହାଁକୁ ରେଳ ଆଗକୁ ଠେଲିଦେବା କଥା । ଘିଡ଼ିରି ଗଲା ପରେ ମୋ ପାଠପଢିବାର ଆଗ୍ରହ ଶୂନ୍ୟ ହୋଇଗଲା ଅନେକ ଦିନ ପର୍ଯ୍ୟନ୍ତ । ମୁଁ ବି ବହୁତ ଖରାପ କରିଥିଲି ପରୀକ୍ଷାରେ ।

Loading comments…