by Priyadarshini Mishra ✓ · 13 May 2022
ଘରେ ଚୋର ପଶି ଘରର ସମସ୍ତ ଆସବାବପତ୍ର ଏପଟ ସେପଟ ହୋଇ ପଡ଼ିଥିଲା। ଏସବୁ ଦେଖି ବିଭାସବାବୁଙ୍କ ସ୍ତ୍ରୀ ମୂର୍ଚ୍ଛା ହୋଇଗଲେ।ତାଙ୍କୁ ସାଷ୍ଟାମ କଲାପରେ ସେ କେବଳ କାନ୍ଦିକି ଗଡ଼ିଲେ।
Loading comments…
Loading comments…