by ବି. ନିରୁପମା ✓ · 14 Aug 2020
ସେ ଦାଣ୍ଡରୁ କ୍ରିକେଟ ବଲ ଆକାରର ଗୋଟିଏ ପଥର ଉଠାଇଲା ।ଫୋପାଡ଼ିବା ବେଳକୁ ମାଆଙ୍କ ପାଟି ଶୁଭିଲା ପଛରୁ, "ନିପୁନ, ତୋତେ କ'ଣ ଆଜି ସମୟ ଜଣାପଡ଼ୁନି !!ଗାଧୋଇ ଖାଇ ସ୍କୁଲ ଯିବୁ କେତେବେଳେ ?"
Loading comments…
Loading comments…