by Soumya Shubhadarshinee ✓ · 11 Jul 2019
ଏଥର କୁଆଡେ ତା' ଏରିଅର୍ ବିଲ୍ ହଜିଯାଇଛି । ହେ ପ୍ରଭୁ , ଗତ ମାସରେ ଘଣ୍ଟାଏ କାଳ ଅମିତ ବାବୁଙ୍କ ପାଖରେ ବସି ସବୁକିଛି ଭଲ ଭାବେ ବୁଝି ଠିକ କରିଥିଲା ସେ ବିଲ୍ । ଆଉ ସଠିକ ସମୟରେ ଆସି ଦାଖଲ କରିଥିଲା ଅଫିସରେ । କେମିତି ହଜିଗଲା ? ଏଇତକ ବଡ଼ ବ୍ୟସ୍ତ କରିଥିଲା ତାକୁ
Loading comments…
Loading comments…