by Arabinda Rath ✓ · 10 May 2022
ରଘୁଆ ନେତ ସାଙ୍ଗରେ ଅରଣ୍ୟ ଭିତରକୁ ଯାଇଥିଲା ଏକ ଚେରମୂଳୀ ସନ୍ଧାନରେ। ବହୁ ସନ୍ଧାନ ପରେ ମଧ୍ଯ ଜିନିଷ ନ ମିଳିବାରୁ ସେମାନେ ଜଙ୍ଗଲର ମଝି ଅଞ୍ଚଳକୁ ଚାଲି ଯାଇଥିଲେ । ଏତେବର୍ଷ ଭିତରେ ରଘୁଆ ଅରଣ୍ଯର ସେହି ନିଷିଦ୍ଧ ଅଞ୍ଚଳକୁ ଯିବାର ସାହାସ କରି
Loading comments…
Loading comments…