by ତ୍ରିନାଥ ବେହେରା ✓ · 24 Apr 2020
ସୀମା ତିନୋଟି 500 ଟଙ୍କିଆ ନୋଟ ଡ୍ରାଇଭର ହାତକୁ ବଢାଉଥିବାବେଳେ ଭାବୁଥିଲା ଏ ମଣିଷ ଗୁଡାକ ଅସମୟରେ ହିଁ କେମିତି ଅସହାୟତାର ସୁଯୋଗ ନେଇଥାନ୍ତି । ସେ ଯାହା ହେଉ ତାକୁ ଅତି ଶିଘ୍ର ଘରେ ପହଞ୍ଚିବାର ଅଛି । ବାପା ଙ୍କ ଦେହ ଖରାପ ।
Loading comments…
Comments
Loading comments…