by KRUTIBAS NAYAK ✓ · 28 Oct 2020
ବିଜୟିନୀ ମାଡ଼ାମ ନିଜଆଖିକୁ ବିଶ୍ୱାସ କରିପାରୁ ନ ଥିଲେ ଯେ, ତାଙ୍କର ମନର ମଣିଷ ବୈଜୟନ୍ତ ବାବୁ ଏବେ ତାଙ୍କ ଆଗରେ ଠିଆ ହେଇଛନ୍ତି l ଛାତିଟା ତାଙ୍କର ଧଡ଼ପଡ଼ ହେଉଥିଲା l ସେ କ'ଣ କହିବେ, କ'ଣ କରିବେ, କିଛି ସ୍ଥିର କରିପାରୁ ନ ଥିଲେ l
Loading comments…
Comments
Loading comments…