by Satyabati Swain ✓ · 2 Jul 2020
ତୁ ବଡ଼ ହେଲେ ବୁଝିବୁ ଧନ ଗୋଟେ ମା ର ଅସହାୟତା ।ସେ ତା ପିଲାଙ୍କ ସୁରକ୍ଷିତ,ସୁନ୍ଦର ଭବିଷ୍ୟତ ପାଇଁ କି କି ଦୁଃଖ ସହି ପାରେ।କଣ କରିପାରେ।ବାପା ରେ! ତୁମକୁଛାଡି ମୁଁ ତ ପ୍ରତି ମୁହୂର୍ତ୍ତରେ ତିଳ ତିଳ ହୋଇ ମରିଛି।ବାବୁରେ! ଆଉ ତୁମକୁ ଛାଡି
Loading comments…
Comments
Loading comments…