by Rekharani Sahu ✓ · 14 Jul 2021
ଯୋଉଦିନ ସେ ନୁଆ କରି ବ୍ୟାଙ୍କ ରେ ଚାକିରି ପାଇଲା ପ୍ରୋବିସନରି ଅଫିସର ଭାବେ । ସେଇଦିନ ଠୁ ଯେମିତି ସେ ଅଭିଶପ୍ତ ପାଲଟି ଯାଇଛି ସଭିଙ୍କ ପାଇଁ । ପ୍ରଥମ ମାସ ଦରମାରେ ମା ବାପା ପାଇଁ ସବୁ ଜିନିଷ କିଣି ଆଣିଥିଲା । ଆଉ ବାକି ପଇସା ବାପା ମା ହାତର
Loading comments…
Loading comments…