ବନ ଵିଭାଗ ଅଫିସରେ ପହଞ୍ଚି ପାଣ୍ଡବ ବାବୁ ଗୋଟାଏ କାଗଜ ବଢ଼ାଇଦେଲେ ସାରଙ୍କ ହାତକୁ । ତାକୁ ପଢି ବାବୁଙ୍କ ଅକଲ ଗୁଡୁମ । ସାଙ୍ଗେସାଙ୍ଗେ ଫୋନ୍ ଲଗାଇଲେ ଉପର ହାକିମଙ୍କୁ। ସବୁ ଶୁଣି ବଡ଼ ହାକିମ କହିଲେ, "ଅଯଥାରେ କଥା ବଢାନା । ସହଜରେ ସରକାର ଏବେ ହରଡ଼ଘଣାରେ । ତା ଉପରେ ପୁଣି ଏ ଓକିଲମାନେ ନାକରେ ଦମ୍ କରିରଖିଛନ୍ତି ।
Loading comments…