Loading…
କିଛି ସମୟ ଚିନ୍ତା କରିବା ପରେ ପୁଅଟି ତା ମନର ଭାବନାକୁ କହିବା ପାଇଁ ସ୍ଥିର କଲା । ସେପ୍ଟେମ୍ବର ମାସ 24 ତାରିଖରେ କହିବା ଭଲ ହେବ ବୋଲି ଭାବିଲା । କାରଣ ସେ ଦିନ ଥିଲା ସେ ଝିଅର ଜନ୍ମ ଦିନ । ପୁଅଟି ତା ପାଇଁ ଜନ୍ମ ଦିନ ର ଉପହାର ଦେଇ ନିଜ ହୃଦୟର ଭାବନା କୁ କହିବି ବୋଲି ସେ ଦିନ ସେ ଝିଅ ସହିତ ଭେଟ ହେଲା, କିନ୍ତୁ ପୁଅଟି ନିଜ ମନର କଥା କହି ପାରିଲା ନାହିଁ
Comments
Loading comments…