by Sachidananda Kar ✓ · 19 Feb 2019
ଆସ,ପାଖରେ ଟିକେ ବସିଯାଅ।ଟିକେ ଫୁଲେଇ ଝିଅ ପରି କଥା କୁହ।ହସି ଦିଅ ଟିକେ କଇଁଫୁଲିଆ ହସ।ଏଠି ହଜିବାଟା କୋଉ ନୂଆ କଥା ଯେ !
Loading comments…
Loading comments…