by Kulamani Sarangi ✓ · 30 Oct 2020
ରାଜକୀୟ ସମ୍ମାନ ସହିତ କୁକୁରୀଟିର ଦାହକାର୍ଯ୍ୟ ସମାପ୍ତ ହେଲା । ବାର ଦିନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ପାଳନ କରାଗଲା । ତେର ଦିବସରେ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହେଲା ।
Loading comments…
Loading comments…