by MISHRA HRUSIKESH ✓ · 2 May 2020
ଅତଏବ ହେ ମୋର ବିଜ୍ଞ ବିଦ୍ୱାନ ମଣ୍ଡଳୀ ଏହାକୁ ଏକ କାହାଣୀ ଭାବରେ ଗ୍ରହଣ ନ କରି , ଏକ ଆସନ୍ନ ବିପଦର ଲୁକ୍କାୟିତ ଆଭା ତଥା ଏକ ଚିରନ୍ତନ ସତ୍ୟ ଭାବରେ ବିଚାରକୁ ନେଇ ସତର୍କ ହେବେ ଓ ସାଧାରଣ ଜନତା ତଥା ସମାଜ ବଡ଼ପଣ୍ଡା ମାନଙ୍କୁ ସତର୍କ କରାଇବେ
Loading comments…
Loading comments…