ତାପରେ ରୁବିନା ବେବିନାକୁ ପଚାରିଲା ଆରେ ସେ ଗୁଡ଼ ଲକ ଟ୍ରି ତା କଣ ? ବେବିନା କହିଲା କIଲି ଆମର ସେ ଗଛ ଟା ମାନେ ଗୁଡ଼ ଲକ ଟ୍ରି ଆସିଛି | ଘର ଭିତରୁ ପୁଅ ରୋହନ ଆସି ରୁବିନାକୁ ପ୍ରଣାମ କଲା ଓ କହିଲା ମାଉସୀ ବାବା କହୁଥିଲେ ଗୁଡ଼ ଲକ ଟ୍ରି ଲାଗିଲେ ମମିର ମୁଣ୍ଡ ଭଲ ହୋଇଯିବ ଓ ମୋର ପରୀକ୍ଷାରେ ଭଲ ନମ୍ବର ଆସିବ |
Loading comments…