by Sudeshna Misra ✓ · 26 Oct 2021
ଚର୍ମ ମୋର ଲୋଚା କୋଚା ଧଳା ଦିଶେ କେଶ ଆଖି ତ କୋରଡାଗ୍ରସ୍ତ ଦୃଷ୍ଟି ବି ଅସ୍ପଷ୍ଟ ଦି ପାଦ ପାରୁନି ଚାଲି ଅଣ୍ଟା ପିଠି ନଇଁ ଲାଣି ଦିଅ ମୋତେ ଆଜ୍ଞା ଏବେ ମୁଁ ନିଅନ୍ତି ମେଲାଣି ।
Loading comments…
Loading comments…