by Khiroda Biswal ✓ · 28 Aug 2017
ସ୍ତ୍ରୀ କଥା ରେ ରାଜ ସାହସ କରି ପଚାରିଲା ମା କୁ " ମା , ସେ ଘରେ କଣ ଅଛି ଦେଖେଇଦେଉନୁ ଟିକେ ? ପିଲାଟା କେତେ ଜିଦି କରୁଛି | '' ରାଜମା ମନା କରିଦେଲା '' ସେଠି ଯାହା ଜିନିଷ ଅଛି କେହି ଦେଖିବାକୁ କେବେ ଚେଷ୍ଟା କରିବନି | ମୁଁ ମଲାପରେ ବି ସେ ଜିନିଷ ଖୋଲିବନି | ''
Loading comments…
Loading comments…