Loading…
ମୁଲକୁ ଯାଆନ୍ତା , ହେଲେ ସାହୁକାର ଟା ଭଲ ଲୋକ ନୁହେଁ । ଖାସ ତା ଉପରେ ଖରାପ ନଜର ରଖିଥାଏ । କେତେ ଲୋଭ ଦେଖେଇଛି । ଧମକେଇଛି । ସାନିଆକୁ ହଇରାଣ ବି କରିଛି । ଗୁରୁବାରି କିନ୍ତୁ ଡରି ଯାଇନି । ଜବାବ ଦେଇଛି ମୁଁହରେ ମୁଁହରେ । ସେତେବେଳେ ସାହୁକାର କହିଛି --ବେଲ ଆସବା ,ତୁଇ ମୋର ଗୁଡ଼କେ ତଲେ ନାଇଁ ଆସବେ ବେଲେ ଦେଖମା ।
Comments
Loading comments…