ଫେରିଗଲେ ସାର୍ ପନ୍ଦର ବର୍ଷ ତଳକୁ।କଲିକତାର କେନ୍ଦ୍ରୀୟ ବିଦ୍ୟାଳୟ ନଂ୨ ସଲ୍ଟଲେକ ରେ ଥିବାବେଳେ ଏଇ ପିଲାଟିର ଆଡମିଶନ୍ ହୋଇଥାଏ।ଦକ୍ଷିଣ ଭାରତରୁ ଆସିଥିବାରୁ ତାକୁ ଅନ୍ୟ ପିଲାମାନେ ଇମଲୀ,ସାମ୍ବର କହି ଚିଡାଉଥିଲେ।ପିଲାଟିର ଭାଷା ସମସ୍ୟା ବି ଥିଲା।ଖୁବ୍ ଡରିଡରି ରହୁଥିଲା ପିଲାଟି।ତାକୁ ଥରେ ଖୁବ୍ ବୁଝାଇଥିଲେ ପରିତୋଷ ସାର୍। ସମସ୍ୟାର ମୁକାବିଲା କରିବାକୁ ଶିଖାଇଥିଲେ।
Loading comments…