ହଠାତ ଗୁରୁ ମାଆ ଶଦ୍ଦଟି ଅଳକାଙ୍କୁ ଭାବ ବିହ୍ୱଳ କରି ଦେଇଥିଲା। ସେ ନିର୍ନିମେଷ ନୟନରେ ଚାହିଁ ରହିଥିଲେ.......। ଯୁବକ ଜଣକ ଉତ୍ତର ଦେଲେ ମୁଁ ଅଭିଜୀତ ଗୁରୁ ମାଆ।ତୁମର ଅଭି।କୋହଭରା କଣ୍ଠରେ ଅଳକା କହିଥିଲେ ମୁଁ ଚିହ୍ନି ପାରୁନାହିଁ ରେ ବାପା। ତୁମେ କୋଉ ଅଭିଜୀତ୍ ? ଲୁହ ଛଳ ଛଳ ଆଖିରେ ଛୋଟ ପିଲାଙ୍କ ପରି ଅଳକା ଙ୍କୁ ଜାବୁଡ଼ି ଧରିଥିଲା ଅଭିଜୀତ୍।
Loading comments…