by Rasmi Rekha Tripathy ✓ · 3 Sept 2019
ସେ ସିନା ଗୁରୁଙ୍କର କର୍ତ୍ତବ୍ୟବୋଧ ଭୁଲି ଯାଇଥିଲେ । ମୁଁ ମୋର ଦାୟିତ୍ୱ ଭୁଲି ଗଲେ ତାଙ୍କର ଓ ମୋ ଭିତରେ ପ୍ରଭେଦ କଣ ରହିବ ? ଯାହାହେଲେ ବି ମୋର ମେଡିକାଲ୍ ପାଇବା ପଛରେ ତାଙ୍କର ଧମକ୍ ବି ଅନେକ ମାତ୍ରାରେ ସହାୟକ ।
Loading comments…
Loading comments…