by Narayan chandra Senapati ✓ · 7 Sept 2019
ଗୁରୁ ଶିଖାନ୍ତି ଆଚରଣ,ସଂଭ୍ରମ,ଭଦ୍ରତା। ଗଢ଼ନ୍ତି ଚରିତ୍ର। ଗୁରୁଙ୍କ ଆଶୀର୍ବାଦ ପଡିଲେ ଗର୍ବ,ଅହଂକାର ସବୁ ମିଳେଇଯାଏ। ଯାହା ପାଖରେ ଗର୍ବ ଅହଂକାର ବସା ବାନ୍ଧିଥାଏ ସେ ମହାମୁର୍ଖ।
Loading comments…
Loading comments…