by Bibhu Samanta ✓ · 25 Sept 2021
ଗୁରୁପ୍ରିୟାକୁ ମିଳେ ପୂର୍ଣ୍ଣତା। ସାର୍ଥକ ହୁଏ ନଦୀର ଜୀବନ । ଏବେ ସେ ବାନ୍ଧି ହୁଏ ଅନୁଶାସନର ଶିକୁଳିରେ। ଆଉ ଆଗ ପରି ପ୍ରଗଳ୍ଭ ହେଇ ପାରେନି ସେ। ତା ଗୀତ ଏବେ ମିଶିଯାଏ ସାଗରର ଗୁରୁ ଗମ୍ଭୀର ଗର୍ଜନରେ।
Loading comments…
Loading comments…