by Ajaya Mahala ✓ · 9 Dec 2019
ମୁଁ ରାଧିକାର ଭବିଷ୍ୟତ ଜୀବନର ରୂପରେଖ କଅଣ ହେବ ଭାବି ଚିନ୍ତିତ ହୋଇ ପଡ଼ିଥିଲି । ଜାଣିଥିଲି, ଅଲଗା ଅଲଗା ଋତୁର ରଙ୍ଗରେ ନିଜେ ଋତୁଟିଏ ସାଜି ରାଧିକା ଆଗ ପରି ଭରି ଦେବନି ମୋ ପରି ଶ୍ରୋତାଙ୍କର ସମୟ ।
Loading comments…
Loading comments…