by Manoj Dalbehera ✓ · 14 Aug 2021
ମୁଁ ଧଳାହାତୀ । ଆଶ୍ଚର୍ଯ୍ୟ ହୋଇ ତାକୁ ଉପରୁ ତଳଯାଏଁ ଅନାଇଲା ହାତୀ । କହିଲା, କାହିଁ କେଉଁ ଏଙ୍ଗେଲରୁ ବି ତୁମକୁ ହାତୀ ଭଳିଆ ଲାଗୁନାହିଁ ? ଏଥର ଧଳାହାତୀ ହସିଲା । କହିଲା, ଆମକୁ ସେମିତି କୁହାଯାଏ । ତୁମେ ଯେମିତି ମାଆଲକ୍ଷ୍ମୀଙ୍କ ପାଖଲ
Loading comments…
Loading comments…