କଥାରେ ପରା ଅଛି,ଚୋରପାଇଁ ସବୁରାତି ଅନ୍ଧାର ରାତି ହୁଏନା। ବିରୋଧୀ ଦଳଙ୍କ ଦ୍ୱାରା ଅଭିଯୋଗ ଓ ସି ବି ଆଇ ର ଯାଞ୍ଚରେ ଅପରାଧୀ ହୋଇ ଜେଲ ଗଲେ। ନିଜ ସ୍ତ୍ରୀଟା ହାର୍ଟ ଆଟାକରେ ମଲା। ନିଜର ଏକମାତ୍ର ପୁତ୍ର ସଡକ ଦୁର୍ଘଟଣାରେ ବି ଆରପାରିକୁ ଚାଲିଗଲା।ପ୍ରଚଣ୍ଡ ବାହୁବଳୀ ବୋଲି ନିଜକୁ ପ୍ରତିପାଦିତ କରିଥିବା ଭାନୁବାବୁ ଶେଷରେ ହେଲେ ନିଃସଙ୍ଗ ପଥିକ।
Loading comments…