by Lopamudra Parida ✓ · 2 Oct 2020
କଣ ଗୋଟା ମଡକ ପଡିଛି ବୋଲି କୁହାକୁହି ହଉଛନ୍ତି, କରନା ନା କଣ କରୁଣା । ସେଇ କୁଆଡେ ବାହାରକୁ ବାହାରିଲେ ତା ବସ୍ତାରେ ମଣ୍ଡାଖିଆ ଅସୁରୁଣୀ ବୁଢୀ ପରି ଗୋଟେଇନଉଚି । ସେ ନାଗି ହାଟବାଟ ପତଳା, ମାଛି ଉଡୁନି ।
Loading comments…
Loading comments…