by Bismita Sahoo ✓ · 14 Nov 2019
ପିଲାଟି ଦିନରୁ ରମେଶ ବାପାଙ୍କୁ ହରେଇଛନ୍ତି। ତେଣୁ ତାଙ୍କର ମା'ଙ୍କ ପ୍ରତି ଅଶେଷ ଦୁର୍ବଳତା। ସେଥିପାଇଁ ସକାଳୁ ଉଠି ମା ହବିଷ କରେ ବୋଲି ଦିଲ୍ଲୀ ପରିକା ଜାଗାରେ ଖୋଜି ଖୋଜି ଓଉ ଆଣିଛନ୍ତି।
Loading comments…
Loading comments…