by Banabihari Mishra ✓ · 17 Jun 2019
ସମୟ ଗଡ଼ିଚାଲେ। ୟା ଭିତରେ ପନ୍ଦର ବର୍ଷ କଟିଗଲାଣି। ପଦିଆ ପାଠ ପଢି ଚାକିରୀ କଲାଣି। ରାଜଧାନୀରେ ରହୁଛି। ମାଳ ସଦାକୁ ଛାଡ଼ିଦେଇ ପାଞ୍ଚ ବର୍ଷ ହେଲା ଆରପାରିକୁ ଗଲାଣି। ଘରେ ସଦା ଏକୁଟିଆ। ଥୁରୁଥୁରୁ ହାତରେ ସଦା ଗୁଡିଆ ଏବେ ବି ତା ବେଉସା ଛାଡିନି।
Loading comments…
Loading comments…