by Siddhartha Sankar Tripathy ✓ · 29 Jul 2021
ମୋ ପାର୍ଶ୍ୱରେ ଭଗବାନପ୍ରଦତ୍ତ କେଶରାଶିକୁ ଶ୍ୱାନକେଶ ପରି କରିଥିବା କଲେଜଛୁଆ ଦୁଇଟା କହିଉଠିଲେ , ହେଇ ଦେଖରେ ଆମ ଅଧ୍ୟକ୍ଷକୁ ଆଉ କେହି ମିଳିଲା ନାହିଁ ଯେ ପଇସାଖର୍ଚ୍ଚ ହୋଇଯିବା ଭୟରେ ହାଇସ୍କୁଲ ପ୍ରଧାନଶିକ୍ଷକଟାକୁ ମୁଖ୍ୟ ଅତିଥି କରି ଆଣିଛି
Loading comments…
Loading comments…