by Satyabati Swain ✓ · 24 Oct 2021
ସମ୍ପର୍କ, ମମତା, ପ୍ରେମ, ଲୋଭ, ଆସକ୍ତି, ମୋହ ଜାଲ ଘେରାଇଛ ମୋ ଚାରିପାଖ । ଛନ୍ଦି ଦେଉଛ ଜାଲରେ । ଛଟପଟ ନିଃସହାୟ ମାଛ ପରି ମୁଁ ତୁଚ୍ଛାକୁ ବାଟେଇ ପିଟି ହେଉଛି। ଠକୁଛି ପ୍ରତି କ୍ଷଣେ; ଆଶ୍ଚର୍ଯ୍ୟ ଠିକୁନି ଟିକିଏ ବି ।
Loading comments…
Comments
Loading comments…