ଗାଡ଼ି ଠିକ୍ ହେବା ପରେ ପରେଶ୍ ପୁଣି ଘର ଅଭିମୁଖେ ଆସିବା ସମୟରେ ପରେଶଙ୍କ ଗାଡ଼ିକୁ ହଠାତ୍ ଏକ ବଡ଼ ଗାଡ଼ି ଧକ୍କା ଦେଲା ଏବଂ ଗାଡ଼ି ପଲଟି ଗଲା l ତତ୍କ୍ଷଣାତ୍ ରାସ୍ତା ଉପରେ ଢେର୍ ସାରା ଜମାଟ ହୋଇଗଲା l ରାଜ ରାସ୍ତାରେ ଲୋକ ସିନା ଜମା ହୋଇଗଲେ କିନ୍ତୁ ପରେଶ ଓ ମମତାଙ୍କ ଜୀବନ କେହି ବଞ୍ଚାଇ ପାରିଲେନି l
Loading comments…