by Lopamudra Mishra ✓ · 27 Mar 2019
ଜୀବନ ସରିଯାଏ, ମଣିଷ ନିଜ ପାଇଁ ଜୀଇ ପାରେନାହିଁ l କ୍ଷୁଦ୍ର ତୁମ ଜୀବନଟି ଶେଷ ହୋଇଯିବା ପୂର୍ବରୁ ବଞ୍ଚିଦେଖ ଥରେ l ପ୍ରେମ ପାଇଁ ବୟସ ଲୋଡ଼ା ନାହିଁ l
Loading comments…
Loading comments…