by T.Durga Prasad Rao ✓ · 21 May 2019
ନା, ମୋର କିଛି ଦୁଃଖ ନାହିଁ। ତଥାପି ମୁଁ ଭଲପାଏ କାନ୍ଦିବାକୁ। କାନ୍ଦିଲେ ମୋର ମନ, ହୃଦୟ ହାଲୁକା ହେଇଯାଏ। ଏବେ କାନ୍ଦିବା ମୋର ନିଶା ପାଲଟି ଯାଇଛି। ମୁଁ ପ୍ରତିଦିନ ନିରୋଳା ପାଇଲେ କାନ୍ଦେ।
Loading comments…
Loading comments…