by Satyabati Swain ✓ · 13 Aug 2019
ଶେଷକୁ ସେ ଏଇଠି କରିଦେବ ମୋର ହିସାବ । ସେ ବାକି ରଖେନି କି ବାକି ଦିଏନି ବି । ସବୁ ନଗଦ ଏଇଠି ସଜାଡି ଥୋଇଛି । କେହିତ ନିଶ୍ଚିନ୍ତ ନୁହେଁ; ଆଉ ଏମିତି ଗୋଟିଏ ଦୁର୍ଲ୍ଲଭ ଜନ୍ମ ମିଳିବ କି ନାହିଁ । ତେବେ ଏଇ ଜନ୍ମଟି ଖୁସି ଖୁସି ହିସାବ ଖାତାରେ ବାକି ବୁକର ନରଖି ଜୀଇଁ ଗଲେ କେମିତି ହୁଅନ୍ତା?
Loading comments…
Comments
Loading comments…