by Satyabati Swain ✓ · 26 Feb 2021
ମନ ଉଡିଲା ଯୁଦ୍ଧ ଜାହାଜ ପରି । ମୁଁ ଗୋଟେ ବଦରାଗୀ କିନ୍ତୁ ତା କଥା ଭାବି ଭାବି କେତେବେଳେ ଯୋଗୀ ହୋଇଗଲି । ଦିନୁ ଦିନ ସେ ମୋ ଆଗରେ ଏକ ବିରାଟ ସମୁଦ୍ର ପାଲଟିଗଲା । ମୁଁ ହୋଇଗଲି ବେଳାଭୂଇଁ ପରେ ଠିଆ ନିରବ ଦର୍ଶକଟିଏ ।
Loading comments…
Loading comments…