by Artatran Mishra ✓ · 29 May 2019
ରାତିରେ ଗାଁରେ ରହି ସକାଳୁ ପଖାଳ ଲେଉଟିଆ ଶାଗ-ନଡ଼ିଆ ଖାଇ ରେଡ଼ି ହେଲି ଫେରିବାକୁ । ମୋ ବଜାଜ୍ ଅଧା କିକ୍ ରେ ଷ୍ଟାର୍ଟ । ପରିବାରର ସମସ୍ତେ ମୁହଁ ଦେଖାଦେଖି ହେଲେ । ଠରାଠରି ବି ହୋଇଥିବେ । ମୁଁ ଗଲାପରେ ହୁଏତ ମୋ ବଜାଜ୍ ଆଉ ମୋ ବିଷୟରେ ଆଲୋଚନା କରି ଦିନ ସାରା ଏଣ୍ଟରଟେନମେଣ୍ଟ କରିବେ ।
Loading comments…
Comments
Loading comments…