by Prashantam Bapu ✓ · 29 Jun 2021
ଅପ୍ରତ୍ୟାଶିତ ଦୁର୍ଘଟଣାରୁ ନିଜକୁ ଅନ୍ୟକୁ ସୁରକ୍ଷା ଦେବା ଆଉ ଜୀବନକୁ ଶୃଙ୍ଖଳିତ କରିବା ଅଭିପ୍ରାୟରେ ମଣିଷ କେତେ କେତେ ସାମାଜିକ ନିତିନିୟମର ହମ୍ପ୍ ଗଢ଼ିଛି । ବେଳେବେଳେ ଏହି ହାତଗଢ଼ା ହମ୍ପ୍ ହିଁ ଜୀବନକୁ ବିପନ୍ନ କରିପକାଏ ।
Loading comments…
Comments
Loading comments…