by kamal kumar dash ✓ · 29 Jul 2019
ଜଣେ ପିଲା ଆସି ଟେବୁଲ ସଫା କଲା ଓ ଅଡର ନେଇ ଗଲା । କିଛି ସମୟ ପରେ ଆଉ ଜଣେ ପିଲା ଦିଟା ପ୍ଲେଟ ଧରି ଆସିଲା । ସେ ପ୍ଲେଟ ବୋଧେ ସଂଗେ ସଂଗେ ଧୁଆ ହୋଇଥିଲା । କାରଣ ସେଥିରୁ ପାଣି ଛାଡି ନଥିଲା ଓ କିଛି ଲାଗିଲା ପରି ଦେଖାଯାଉଥିଲା ।
Loading comments…
Loading comments…