by Satyabati Swain ✓ · 7 Sept 2021
ମାସକୁ ପାଖା ପାଖି ପାଞ୍ଚ ଛଅ ହଜାର ଟଙ୍କା ମୋ ହାତକୁ ଆସିଲା। ତିନି ମାସରେ ଅର୍ଥାତ ମୋ ପ୍ଲସ ଥ୍ରୀ ରେଜଲ୍ଟ ବାହାରିବା ଭିତରେ ମୋ ହାତରେ ଅନ୍ୟୁନ ଷୋହଳ ହଜାର ଟଙ୍କା ହୋଇ ଯାଇଥିଲା।
Loading comments…
Loading comments…