by Subham Kumar Sahoo ✓ · 3 Sept 2021
ମୋତେ ପଞ୍ଜୁରୀରେ କାହିଁକି ରଖିଛନ୍ତି ? ଟମିକୁ କଣ ପାଇଁ ବାନ୍ଧି ରଖିଛନ୍ତି ? ଆମର କଣ କେବେ ସ୍ଵାଧୀନତା ନାହିଁ ? ଆପଣ ହେଉଛନ୍ତି ପରା ଜଣେ ବଡ଼ ଅଫିସର୍ । ଆପଣ କଣ କିଛି ବି ଜାଣିପାରୁନାହାନ୍ତି ?
Loading comments…
Loading comments…