by Aminilu Ray ✓ · 27 Dec 2019
ଏହାକୁ ମୁଁ ଛାଡିପାରିବି, ହେଲେ ତୁମକୁ ନୁହେଁ । ତମେ ଆମ ଘରର ଲକ୍ଷ୍ମୀ । ଯେତେ ଝଡଝଞ୍ଜା ଆସିଲେ ପଛେ ଆଉ ଚାଲିଯିବା କଥା ତୁଣ୍ଡରେ ଧରିବନି, ବୁଝିଲ ?
Loading comments…
Comments
Loading comments…