by Lopamudra Parida ✓ · 22 Aug 2020
ବା' ଲୋ ଆଇଲା ବେଳେ ଖଣ୍ଡେ ସଜନା ଡାଙ୍ଗ କୋଉଠୁ ଯୋଗାଡିଆ, ମନ ପକେଇବୁ ତ । ଜେଜୀ କଉଥିଲା ଡାଙ୍ଗ ଖଣ୍ଡେରୁ ଜୀଁ ଯାଏ ସଜନା । ମୁଠେ ପତର ହେଲେ ମିଳିବ ସେଥୁରୁ ।
Loading comments…
Loading comments…