by Akshayakumar Dash ✓ · 30 Jan 2022
ଦିନେ କଣ୍ଟ୍ରାଟର ପୁଅ ରାତି ବାରଟାରେ ଘରକୁ ଫେରୁଥାଏ।ଗୋପୀର ନଜର ପଡିଲା।ଦୌଡ଼ି ଯାଇ ପାଖରେ ଲାଞ୍ଜ ହଲେଇ ହଲେଇ ଆଗେ ଆଗେ ପୋଲିସ ଵାଲା ବଡିଗାର୍ଡପରି ଚାଲିଲା।
Loading comments…
Loading comments…