by Jyotiranjan Sahu ✓ · 18 Oct 2019
ବଜାର ହାଟରେ ଚୋରଙ୍କୁ ଡର । ମୋର ଦୁଇ ଦୁଇଟା ହାର ମର୍ଣ୍ଣିୱାକ ଗଲାବେଳେ ଚୋରି ହେଲାଣି । ଡେଲି ଇଉଜ୍ ପାଇଁ କିଛି ଇମିଟେସନ ଗହଣା ନେଇଆସିବା ।
Loading comments…
Loading comments…