by Neelamadhab Rath ✓ · 30 Jun 2020
ସେଦିନ କିନ୍ତୁ ସୋନାଲୀ ଆଉ ରୁପାଲୀ ପାଇଁ ଥିଲା ଏକ ଅଶୁଭ ଦିନ । ଦୁହେଁ ସକାଳୁ ସକାଳୁ ବାହାରି ଯାନ୍ତି ଇଟାଭାଟିରୁ ଇଟାଗୁଡାକ ବାହାର କରି ଟ୍ରାକଟର ରେ ସଜାଇବେ । ସୋନାଲି ଇଟାଭାଟି ଉପରେ ଚଢିଥାଏ ...., କରେଇରେ ଇଟା ଭରିକରୀ ରୁପାଲି ମୁଣ୍ଡରେ
Loading comments…
Loading comments…