by Parameswar Ojha ✓ · 7 Oct 2019
ତମ ଉପରେ ମୋର ବହୁତ ରାଗ ଆସିଲା ତମେ ମୋତେ ଧୋକା ଦେଇଛ ଠକି ଦେଇ ଚାଲି ଯାଇଛ । ତମେ ସ୍ୱାର୍ଥପର ମୁଁ ତମକୁ ମନେ ମନେ ବହୁତ ଗାଳି ଦେଲି । ମାଇଁ ଯେତେ ଡାକିଲେ ମୁଁ ଆଉ ରାତିରେ ଖାଇଲିନି ଶୋଇ ପଡ଼ିଲି ତୁମେ ନଥିବା ଦୁଃଖରେ ଆଖି ଭିଜେଇ ।
Loading comments…
Loading comments…