by Debasmita Jena ✓ · 2 May 2020
ଦୁନିଆ କହୁଛି ମୁଁ ଜାରଜ । ଜାରଜର ମାନେ ଜାଣିନଥିବା ବେଳେ ମୁଁ ପରିଚୟ ପାଇଲି ଜାରଜ ସନ୍ତାନ ।ଅର୍ଥାତ ମୋର ବାପା କିଏ ଜଣା ନାହିଁ, ମୁଁ ତ ଜାଣିନି ଆଉ କେହି ଜାଣିଥିବେ ବୋଲି ଆଶା ବି କରିନି । ପିଲା ବେଳେ ଯେବେ ମୁଁ ମୋ ମାକୁ ପଚାରେ ମୋ ବାପା
Loading comments…
Loading comments…